ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ୍ ଚୋରି । ୪ଜଣଙ୍କ ଘରୁ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ବିଳମ୍ବିତ…

ଭାରସାମ୍ୟ ହରାଇ ତଳକୁ ଖସିଲା କାର

ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ ଦୁର୍ଘଟଣା।ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ପଡିଛି କାର। ଘଟଣାସ୍ଥଳରେ ଜଣେ ମୃତ୍ୟୁ ଓ ୩ଜଣ…

ଆଜି ଶ୍ରୀଜିଉଙ୍କ ଚକା ବିଜେ ନୀତି

ଆଜି ଅଣସର ଦଶମୀରେ ଚକାବିଜେ କରିବେ ମହାପ୍ରଭୁ । ଅଣସର ତାଟି ଭିତରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କୁ ଶରୀରରୁ ତାତି ଓହ୍ଲାଇଥିବା…

ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲରୁ ନିଖୋଜ ୫ ଛାତ୍ର ଉଦ୍ଧାର

ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲ ବୁଲିବାକୁ ଯାଇ ନିଖୋଜ ଥିବା ୫ଜଣ ଛାତ୍ର ଉଦ୍ଧାର। ଜଙ୍ଗଲ ନିକଟ ଏକ ସ୍ପିରିଟ୍ କାରଖାନା ନିକଟରୁ ନିଖୋଜ ଛାତ୍ରମାନଙ୍କୁ ବନ ବିଭାଗ…

ସର୍ଟ ସର୍କିଟରୁ ଜଳିପୋଡି ପାଉଁଶ କେମିକାଲ ପ୍ଲାଣ୍ଟ

ଟିଟିଲାଗଡ଼ ବେଲଗାଁ ରୋଡ଼ ସ୍ଥିତ ଚୋରମରା ଗାଁରେ ଥିବା ମହାବୀର ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି କେମିକାଲ ପ୍ଲାଣ୍ଟ ଜଳିପୋଡି ପାଉଁଶ ହୋଇଯାଇଛି…

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୬ଲକ୍ଷ ଟଙ୍କା ସହୟତା ଘୋଷଣା

ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ୮ ବର୍ଷ ବାଳକର ମୃତ୍ୟୁ ଘଟିଛି । ମୃତକ ସେହି…

ବସ୍‌ ଧକ୍କାରେ ବାଇକ ଆରୋହୀ ମୃତ

କୋଣାର୍କ କଲେଜ ଛକ ନିକଟରେ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା ବସ। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ କାକଟପୁର ଥାନା ଅନ୍ତର୍ଗତ ତଇଆ ଅଞ୍ଚଳର…

ନିର୍ଦ୍ଦେଶ ପରେ ଖାଲି ହେଉଛି ବଲେ ବଲେ ଢ଼ାବା

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି। ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ…

ଥାନା ଆଗରେ ମହିଳାଙ୍କୁ ଘୋଷାଡି ନେବା ଘଟଣା: ୩ ପୋଲିସଙ୍କ ବଦଳି

ଭଦ୍ରକ ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ପୋଲିସ ଘୋଷାଡି ନେବା ଘଟଣା। ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରାଯାଇଛି। ଭଦ୍ରକ…

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ସ୍ନାନ ପୂର୍ଣ୍ଣିମାରେ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ଶ୍ରୀଜିଉ। ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଛି । ନୀଳାଦ୍ରୀ ମହୋଦୟ ଶାସ୍ତ୍ର…

ବାପାକୁ ଜିଅନ୍ତା ଜାଳିଦେଲା ପୁଅ

ଟିଟିଲାଗଡ଼ ଦରଲୋ ଗାଁରେ ଚାଞ୍ଚଲ୍ୟ। ବାପାକୁ ଜିଅନ୍ତା ଜାଳିଦେଲା ପୁଅ। ଜମି ବାଡ଼ିକୁ କେନ୍ଦ୍ର କରି ଏପରି ଅଘଟଣ ଘଟିଥିବା ସୂଚନା। ମୃତକ ହେଲେ ଦରଲୋ ଗାଁର…