ମିଠା ଦୋକାନରେ ନିଆଁ, ଜଣେ ମୃତ

ରାଉରକେଲା: ରାଉରକେଲାର ଏକ ମିଠା ଦୋକାନରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଉରକେଲା ପାସପୋଷ ମେନ ରୋଡରେ ଥିବା ଓମ ସ୍ବିଟ୍ସରେ ଏହି ଘଟଣ…