ଦିଲ୍ଲୀରେ ଅପରେସନ ଲୋଟସ ଫେଲ: କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜରିୱାଲ  ଦ୍ବାରା ଆଗତ ବିଶ୍ବାସ ପ୍ରସ୍ତାବ ପାସ ହୋଇଯାଇଛି। ପ୍ରସ୍ତାବ ସପକ୍ଷରେ ୫୮ ଭୋଟ ହୋଇଥିବା ବେଳେ ପ୍ରସ୍ତାବ ବିପକ୍ଷରେ କୌଣସି…