ନବୀନଙ୍କ ଉପରେ ବିରୋଧୀ ମେଣ୍ଟ ନଜର

() ବିରୋଧୀ ଦଳକୁ ଏକଜୁଟ୍ କରି ମୋଦିଙ୍କ ବିରୁଦ୍ଧରେ ଲଢ଼ିବା ଓ ବିଜେପିକୁ ହଟାଇବାକୁ କେସିଆର, ନୀତିଶ, ମମତାଙ୍କ ଭଳି ଅନେକ ମୁଖ୍ୟମନ୍ତ୍ରୀ ଅଭିଯାନ ଆରମ୍ଭ କରିଛନ୍ତି।…