ଜାତିସଂଘରେ ପାକିସ୍ତାନ ବିରୁଦ୍ଧରେ ବର୍ଷିଲା ଭାରତ-ଆତଙ୍କବାଦକୁ ବନ୍ଦ ନ କଲା ଯାଏଁ ସିନ୍ଧୁଜଳ ଚୁକ୍ତି ସ୍ଥଗିତ
ଆଜି ଯୁକ୍ତରାଷ୍ଟ୍ର ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାରତ ନିଜର ସ୍ଥିତି ସ୍ପଷ୍ଟ କରିଛି। ପାକିସ୍ତାନ ଦ୍ୱାରା ଉଠାଯାଇଥିବା “ନାଗରିକ ସୁରକ୍ଷା” ବିଷୟରେ କଥାର ପ୍ରତ୍ୟୁତ୍ତର ଦେଇ…