ଆସନ୍ତା ୨୨ କୋରାପୁଟର ପ୍ରସିଦ୍ଧ ମହୋତ୍ସବ ‘ପରବ’

କୋରାପୁଟ: ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ କୋରାପୁଟ ପରବ ମହୋତ୍ସବ।  ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି ଏହି ମହୋତ୍ସବ ।…