ମାର୍ଚ୍ଚରୁ ଆରମ୍ଭ ହେବ ପେଟାନାଳ ପୁନଃରୁଦ୍ଧାର କାମ

କଟକ: ମାର୍ଚ୍ଚରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପେଟାନାଳର ପୁନଃରୁଦ୍ଧାର କାମ। କଟକ ସିଡିଏ-ବିଡାନାସୀବାସୀଙ୍କ ଦୀର୍ଘଦିନର ଦୁଃଖ ହେବ ଦୂର। 36 କୋଟି ଟଙ୍କା ବ୍ୟୟରେ ପଙ୍କ…