ରାଷ୍ଟ୍ରପତିଙ୍କୁ ହଟାଇବା ଯାଚିକା ଖାରଜ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାକୁ ସୁପ୍ରିମକୋର୍ଟରେ ଦାୟର ଯାଚିକା ଖାରଜ। ଯାଚିକାରେ ରାଷ୍ଟ୍ରପତିଙ୍କୁ ହଟାଇ ଯାଚିକାକର୍ତ୍ତାଙ୍କୁ ରାଷ୍ଟ୍ରପତି କରିବାକୁ ଦାବି ହୋଇଥିଲା। ଯାଚିକାକର୍ତ୍ତା କିଶୋର ଜେ ସାବନ୍ତ…