ଆତ୍ମନିର୍ଭର ଭାରତର ପ୍ରତୀକ ଆଇଏନଏସ ବିକ୍ରାନ୍ତ

ତିରୁବନନ୍ତପୁରମ: ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ।  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିକ୍ରାନ୍ତ ମହାସାଗରରେ ମହାବଳୀ ସଦୃଶ କାମ କରିବ। ଭାରତର ସବୁଠୁ ବଡ଼ ଯୁଦ୍ଧ ଜାହାଜ…