ପିଏମ ରାଲି କଭରେଜ ପାଇଁ ଚରିତ୍ରପଞ୍ଜିକା ବାଧ୍ୟତାମୂଳକ

ବିଳାଶପୁର:  ପ୍ରଧାନମନ୍ତ୍ରୀଙ୍କ ରାଲିକୁ କଭରେଜ କରିବାକୁ ଚାହୁଁଥିବା ସାମ୍ୱାଦିକ ନିଜର ଚରିତ୍ରପଞ୍ଜିକା ପ୍ରମାଣପତ୍ର ଦେବାକୁ ହେବ। ହିମାଚଳପ୍ରଦେଶ ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରୋଗ୍ରାମ କଭର କରିବାକୁ ହେଲେ…