ସମୃଦ୍ଧ ହେଉଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବାୟୁସେନାରେ ସାମିଲ୍ ହେଲା କମ୍ୱାଟ୍ ହେଲିକେପ୍ଟର। ପାହାଡିଆ ଅଞ୍ଚଳରେ ମିସାଇଲ୍ ଓ ଯୁଦ୍ଧାସ୍ତ୍ର ନେଇଯାଇପାରିବ ଏହି ସ୍ୱଦେଶୀ ହାଲୁକା ହେଲିକେପ୍ଟର। ଆକାଶମାର୍ଗରେ ରଚିପାରିବ ମୃତ୍ୟୁର ତାଣ୍ଡବ।…