ପୁଷ୍କର ମେଳାରୁ ବାଦ ପଡିବ ଗୃହପାଳିତ ପଶୁ

ଜୟପୁର: ରାଜସ୍ଥାନର ଅଜମେର ଜିଲ୍ଲାର ପ୍ରସିଦ୍ଧ ପୁଷ୍କର ମେଳା ହେବନାହିଁ।  ପଶୁଙ୍କଠାରେ ଳମ୍ପି ଭାଇରସ ସଂକ୍ରମଣ ଦେଖା ଦେଇଥିବାରୁ ମେଳାରେ ପଶୁଙ୍କୁ ସାମିଲ କରାଯିବ ନାହିଁ। ବିନା…