ଛତିଗଡ: ପିଲା ଚୋରି ଗୁଜବରେ ୩ ସାଧୁଙ୍କୁ ନିର୍ଧୁମ ମାଡ

ରାଞ୍ଚି: ଛତିଶଗଡର ଦୁର୍ଗରେ ଅଭାବନୀୟ ଘଟଣା। ତିନି ସାଧୁଙ୍କୁ ପିଲା ଚୋରି ଅଭିଯୋଗରେ ନିର୍ଧୁମ ପିଟିଲେ ସ୍ଥାନୀୟ ବାସିନ୍ଦା। ଦୁର୍ଗର ଭିଲାଇ ୩ ଥାନା କ୍ଷେତ୍ରର ଚରୋଦା…