ବିମୁଦ୍ରାକରଣ ଉପରେ କେନ୍ଦ୍ର ଓ ଆରବିଆଇକୁ ଏସସିଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ୨୦୧୬ର ବିମୁଦ୍ରା କରଣ ପ୍ରସଙ୍ଗରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ପ୍ରଶ୍ନ କରିଛନ୍ତି। ଏଥିସହ ବିମୁଦ୍ରାକରଣ ବିରୋଧରେ ଦାୟର ଯାଚିକାର…