୧୦ରେ ଦିଲ୍ଲୀ ପ୍ରଦୂଷଣ ଉପରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ପ୍ରଦୂଷଣ ଏବେ ସର୍ବୋଚ୍ଚ କୋର୍ଟରେ। ଦିଲ୍ଲୀ ପ୍ରଦୂଷଣ ମାମଲାରେ ଦାୟର ଯାଚିକାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସନମତି ପ୍ରକାଶ କରିଛନ୍ତି। ଆସନ୍ତା ୧୦…