ଜନ ଆକ୍ରୋଶ: ପୁଲିସକୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ

ସୀତାମଢି: ବିହାରର ସୀତାମଢିରେ ପୁଲିସକୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ। ସ୍ଥିତି ଏମିତି ହେଲା କି, ଜୀବନ ବିକଳରେ ପୁଲିସକୁ ଘଟଣାସ୍ଥଳରୁ ପଳାୟନ କରିବାକୁ ହୋଇଥିଲା। ପୁଲିସ…