ଅକାମି ସୋଲାର ପାନୀୟ ଜଳ ପ୍ରକଳ୍ପକୁ ନେଇ ହନ୍ତସନ୍ତ ଲୋକେ

କୁଜଙ୍ଗ:  ଅକାମି ହୋଇପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ। ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ବ୍ୟବସାୟୀ ଓ ସାଧାରଣ ଜନତା। ତଥାପି ସରକାରଙ୍କର ନିଦ ଭାଙ୍ଗୁନି।…