ରତ୍ନ ଭଣ୍ଡାର ର ଯାଞ୍ଚ

ଆଜି ପୁଣିଖୋଲିବ ରତ୍ନଭଣ୍ଡାର ା ଗୁପ୍ତ ସୁଡଙ୍ଗର ରହସ୍ୟ ଉପରୁ ହଟିପାରେ ପରଦା  ା ଏଏସ୍ଆଇ ପକ୍ଷରୁ ରତ୍ନଣ୍ଡାରର ପ୍ରାମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ…