MKCG ମେଡିକାଲରେ ଉତ୍ତେଜନା

ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭାବନୀୟ ଘଟଣା। ମେଡିକାଲର ହାଉସ ସର୍ଜନ ଡାକ୍ତର ଓ ନର୍ସ ଧସ୍ତାଧସ୍ତି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ…