କ୍ୱାରୀ ମାଲିକଙ୍କ ଦାଦାଗିରୀ  ଚରମରେ

ପାଟଣାଗଡ: ଆତଙ୍କ ରଚାଇଛି ପଥର କ୍ୱାରୀ । ମନଇଚ୍ଛା ଚଳାଇଛି ବ୍ଲାଷ୍ଟିଙ୍ଗ । କ୍ୱାରୀ ମାଲିକଙ୍କ ଦାଦାଗିରୀ  ଚରମସୀମାରେ ପହଂଚିବା ପରେ ଏବେ ଥାନାର ଦ୍ୱାରସ୍ଥ ଗ୍ରାମବାସୀ…