ବଦଳିଲା ସୁଆଣ୍ଡୋର କାୟା

() ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର କାୟାକଳ୍ପ ହେଲା। ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋପବନ୍ଧୁଙ୍କ ଭାର୍ଗବୀ ସଂକଳ୍ପକୁ ଜୀବନର ବ୍ରତ କରି…