ମଙ୍ଗୁଆଳ କସରତ- କାହାର କେତେ ବାଟ ଗଲା?

ସଭାପତି ଚୟନ କସରତ ସରୁନି। କ୍ୟାଡରଭିତ୍ତିକ ଦଳ ବିଜେପିରେ ରାଜ୍ୟ ମଙ୍ଗୁଆଳ ଚୟନରେ କାହିଁକି ବିଳମ୍ୱ ଘଟୁଛି। ତେବେ ବିଳମ୍ୱେ କାର୍ଯ୍ୟସିଦ୍ଧି ବୋଲି କହିଛନ୍ତି ରାଜ୍ୟ ସଭାପତି…