ବାଚସ୍ପତିଙ୍କ ଏମଏଲଏ ଦଳ ବଦଳାନ୍ତି ମନ୍ତବ୍ୟ- ବିଲକୁଲ ସମ୍ମାନହାନିସୂଚକ ନୁହେଁ- ସୁପ୍ରିମକୋର୍ଟ

 ତାମିଲନାଡ଼ୁ ବାଚସ୍ପତିଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମାକୁ ଖାରଜ କଲେ ସୁପ୍ରିମକୋର୍ଟ। ବିଧାୟକମାନେ ଦଳ ବଦଳ ଲାଗି ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ ବାଚସ୍ପତି। ଏଥିରେ ସମ୍ମାନହାନି ହେଲା…

ବାଲାଟ୍ ପେପର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଇଭିଏମ ତଥା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପରିବର୍ତ୍ତେ ନିର୍ବାଚନରେ ବାଲାଟ୍ ପେପର ବ୍ୟବହାର ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।ଜଷ୍ଟିସ ବିକ୍ରମ ନାଥ ଓ…

ଆନ୍ଦୋଳନ ଜାରି ରହିବ: ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆନ୍ଦୋଳନ ଜାରି ରହିବ। ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ବା ଫେମା…

ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ

ଆସନ୍ତା ଅଗଷ୍ଟ ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା , ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି…

ମୋ ବାପାଙ୍କୁ ଜେଲରେ ବିଷ ଦେଇ ମାରିଦେଲେ ; ସୁପ୍ରିମକୋର୍ଟରେ ମୁଖତାର ଅନସାରୀଙ୍କ ପୁଅ

ଜେଲରେ ବାପାଙ୍କ ଖାଇବାରେ ବିଷ ମିଶାଇଥିଲେ। ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ବି ଦିଆଯାଇନଥିଲା। ଏହା ହିଁ ତାଙ୍କର ମୃତ୍ୟୁର ଅସଲ କାରଣ।  ଏହାର ତଦନ୍ତ ହେଉ। ଗ୍ୟାଙ୍ଗଷ୍ଟରରୁ…

ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

ନୂଆଦିଲ୍ଲୀ: ଜେଲରେ ଥିବା ନିଲମ୍ବିତ ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍‌କୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ପୂଜାଙ୍କ ଝିଅ ଅସୁସ୍ଥ…

ଜଷ୍ଟିସ ଚନ୍ଦ୍ରଚୂଡ ଭାଙ୍ଗିଦେଲେ ସୁପ୍ରିମକୋର୍ଟର ସବୁ ରେକର୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଶୁକ୍ରବାର ସୁପ୍ରିମକୋର୍ଟର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି।…

ମକଦମାବାଜି କୌଣସି ସୌକ ହୋଇ ନ ପାରେ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକ ଦ୍ବାରା ଆରକ୍ଷିତ ନିର୍ବାଚନ ଚିହ୍ନ ବଦଳାଇବାକୁ ହୋଇଥିବା ଯାଚିକାରେ ସୁପ୍ରିମ କୋର୍ଟ ସୋମବାର ଶୁଣାଣି କରିଛନ୍ତି। କୋର୍ଟ ଯାଚିକାର ଶୁଣାଣି କରି ଏହା…

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତି ଯାଚିକା: କେନ୍ଦ୍ର ଓ ତାମିଲ ସରକାରକୁ ନୋଟିସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ତାମିଲନାଡୁ ସରକାରକୁ ନୋଟିସ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ନଲିନୀ ଓ ରବିଚନ୍ଦ୍ରନଙ୍କୁ…

ଉନ୍ନାବ ଦୁଷ୍କର୍ମ ମାମଲା: ସୁପ୍ରିମ କୋର୍ଟରୁ ପୀଡିତାଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଉନ୍ନାବ ଦୁଷ୍କର୍ମ ପୀଡିତାଙ୍କୁ ସୁପ୍ରିମ କୋର୍ଟରୁ ବଡ ଆଶ୍ବସ୍ତି। ମାମଲାକୁ ସୁପ୍ରିମ କୋର୍ଟ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି…

ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ମାମଲାରେ ସୁପ୍ରିମ କୋର୍ଟଙ୍କ ମତ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଗୁରୁବାର ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଯାଚିକା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି। କୋର୍ଟ ଏହି ପରି ବ୍ୟବସ୍ଥା…