ଜୁବେରଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ବେଲ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଫ୍ୟାକ୍ଟ ଚେକିଂ ୱେବ ସାଇଟ ଆଲ୍ଟ ନ୍ୟୁଜର ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଅନ୍ତରୀଣ ବେଲ ପ୍ରଦାନ କରିଛନ୍ତି। ୟୁପି ସୀତାପୁର ମାମଲାରେ ତାଙ୍କ…