ପହଲଗାମ ପ୍ରତିଶୋଧ: କ୍ରାଇମ୍ ପାର୍ଟନର ଲରେନ୍ସ ବିଷ୍ଣୋଇକୁ ଧମକ ଦେଲା ପାକିସ୍ତାନ ଡନ୍

ପାକିସ୍ତାନ ଡନ୍ ସହଜାଦ ଭଟ୍ଟିର ଧମକ। ଭାରତର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଭଟ୍ଟି ଦେଇଛି ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସାଓ୍ୱାଲା ଓ ଏନସିପି ନେତା ବାବା…