କରାଚି ପୁଲିସ ମୁଖ୍ୟାଳୟରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

କରାଚି: ପାକିସ୍ତାନର କରାଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଟିଟିପି ଆତଙ୍କବାଦୀ ସଂଗଠନର ଆକ୍ରମଣ ପଣ୍ଡ କରିବା ସହ ୫ ଜଣ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ। ସେପଟେ…