ଜାପାନରେ ଟାଇଫୁନ ନାନମାଡୋଲ ଲ୍ୟାଣ୍ଡଫଲ: ଲକ୍ଷଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ: ଟାଇଫୁନ ନାନମାଡୋଲ ଜାପାନର ଦକ୍ଷିଣ ପଶ୍ଚିମ ତଟରେ ଲ୍ୟାଣ୍ଡଫଳ କରିଛି। ନାନମାଡୋଲର ଭୟାବହତାକୁ ନେଇ ପ୍ରଶାସନ ପୂର୍ବରୁ ଉପକୂଳବର୍ତ୍ତୀ ମିଲିୟନ୍ସ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି।…