ଦୀର୍ଘ ୨୭ ବର୍ଷ ପରେ ୟୁଏଇରେ ଭୟଙ୍କର ବର୍ଷା

ସଂଯୁକ୍ତ ଆରବିକ ସାମ୍ରାଜ୍ୟ ବା ୟୁଏଇରେ ଭୟଙ୍କର ବର୍ଷା। ଦୀର୍ଘ ୨୭ ବର୍ଷ ପରେ ଏପରି ବର୍ଷା ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା…