ଚିରା ପୋଷାକରେ ବିଧାୟକଙ୍କ ପ୍ରେସମିଟ୍- ମୁଖ୍ୟମନ୍ତ୍ରୀଙ୍କୁ ଗୁଣି କରିଛନ୍ତି ମୁଖ୍ୟ ସଚିବ

ବିଜେପି ବିଧାୟକ ପ୍ରେସମିଟ୍ କଲେ। କିନ୍ତୁ ଫଟା ପୋଷାକରେ। ଗାଜିଆବାଦର ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ ଫଟା ପୋଷାକରେ ପ୍ରେସମିଟକୁ ନେଇ ସବୁଠି ଚର୍ଚ୍ଚା। ରାମକଥା ଲାଗି…