କିସ୍ତବାଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାରିଜଣ ଆତଙ୍କବାଦୀଙ୍କ ଘର ଉପରେ ଆସ୍‌ଆଇୁର ଚଢାଉ

Spread the love

କିସ୍ତବାଡ : ବୁଧବାର ଜାମ୍ମୁ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଯାଂଚ ୟୁନିଟ୍  କିସ୍ତବାଡ  ଜିଲ୍ଲାର ବିଭିନ୍ନ ଅଂଚଳରେ ଚାରିଜଣ ଆତଙ୍କବାଦୀଙ୍କ ଘରେ  ଚଢାଉ କରିଛନ୍ତି ।  ଏହି ଆତଙ୍କବାଦୀମାନେ ବର୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରୁ ସେମାନଙ୍କ ନେଟୱାର୍କ ଚଳାଉଛନ୍ତି ।

ଏସଏସପି କିସ୍ତବାଡ ଖଲିଲ ପୋସବାଲ ଅନୁସାରେ ଡିଏସ୍‌ପି ବିଶାଳ ଶର୍ମା ଦ୍ୱାରା ୟୁପିଏ ଅଧିନିୟମ ଅନୁସାରେ ଆତଂଙ୍କବାଦୀ  ବିରୋଧରେ  କେସ ନଂ ୨୭୨/ ୨୦୨୨  ମାମଲାରେ ଏନ୍‌ଆଇଏ  ଜାମ୍ମୁ ରେ ଚାରି ଆଂତଙ୍କବାଦୀ ଘର  ଘର ତଲାସି  ଓାରେଂଟି ପ୍ରାପ୍ତ କରି ପରେ ଚଢାଉ କରିଛନ୍ତି । 

Leave a Reply

Your email address will not be published. Required fields are marked *