ମଣିପୁରରେ ହିଂସା ଏବଂ ଉତେଜନା ହ୍ରାସ କରିବାରେ ଆସାମ ରାଇଫଲ୍ସ ନିଭାଇଲା ଏକ ପ୍ରମୁଖ ଭୂମିକା

Spread the love

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା  ଉତେଜନାକୁ ନିଭାଇବାରେ ଆସାମ ରାଇଫଲ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜ୍ୱାଲାମୁକି ସେକ୍ଟରର ଆସାମ ରାଇଫଲ୍ସ କୁକି ଏବଂ ମେତେଇ ସମ୍ପ୍ରଦାୟର ସିଭିଲ ସୋସାଇଟି ସଂଗଠନ ସହିତ ବିଭିନ୍ନ ସୁରକ୍ଷା ବୈଠକ କରି ରାଜ୍ୟରେ ସ୍ୱାଭାବିକତା ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *