ଭୁବନେଶ୍ୱର: ଭୁବନେଶ୍ୱର ବିଏମସି ସମ୍ମୁଖରେ ସରକାରଙ୍କ ଦ୍ୱାରା ନିଜ ଜୀବିକା ହରାଇଥିବା ଦୃଷ୍ଟିହୀନ ବ୍ୟକ୍ତିମାନେ ଧାରଣା ଦେଇଛନ୍ତି l ବିଏମସି ପକ୍ଷରୁ ସ୍ଥାୟୀ ବନ୍ଦୋବସ୍ତ ଦାବି କରିଛନ୍ତି । ଗତକାଲି ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ଭେଟିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now