ଭୁବନେଶ୍ୱରରେ ସୁନୀଲ ବଂଶଲ

Spread the love

ଭୁବନେଶ୍ୱରରେ: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଦିନିକିଆ ଗସ୍ତରେ ଆସିଛନ୍ତି ସୁନୀଲ ବଂଶଲ। ବିମାନ ବନ୍ଦରରୁ ବଂଶଲ ସିଧା ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ ବରିଷ୍ଠ ନେତାଙ୍କ ସହ ସମୀକ୍ଷା କରିବେ। ବିଗତ ଗସ୍ତରେ ଦେଇଥିବା ଟାକ୍ସ ଉପରେ ଅଗ୍ରଗତି ନେଇ ହେବ ଆଲୋଚନା। ବିଭିନ୍ନ ବର୍ଗର କାର୍ଯ୍ୟକର୍ତାଙ୍କସହ ଭେଟିବାର କାର୍ଯ୍ୟକ୍ରମ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ବଂଶଲଙ୍କ ରାଜ୍ୟ ବିଜେପି ପ୍ରସ୍ତୁତିର ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *