ସୀମାନ୍ତ ଅଞ୍ଚଳରୁ ମହିଳାଙ୍କ ସମେତ ଦୁଇଜଣ ଭାରତୀୟଙ୍କୁ ଗିରଫ କଲା ବିଏସଏଫ

Spread the love

ଦକ୍ଷିଣଦିନାଜପୁର : ଉତର ବେଙ୍ଗଲ ଫ୍ରନଟିୟର ସୀମା ସୁରକ୍ଷାବଳ (ବିଏସଏଫ) ଯବାନମାନେ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଅପରେସନର କରି ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ଯେଉଁମାନଙ୍କଠାରୁ ବହୁ ପରିମାଣର ନିଷେଧ କାଶ ସିରପ ଏବଂ ଅନେକ ନିଷେଧ ସାମଗ୍ରୀ ଜବତ କରାଯାଇଛି । ରବିବାର ଦିନ ବିଏସଏଫ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହା ବିଷୟରେ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *