ସେନା ଚପର ଦୁର୍ଘଟଣାଗ୍ରସ୍ତ

Spread the love

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବାହ୍ନ ୧୦.୪୩ରେ ଏହି ସେନା ଚପର ଦୁର୍ଘଟଣାର ଶିକାର ହୋଇଛି। ଏହା ଏକ ଆଡଭାନ୍ସ ଲାଇଟ ହେଲିକପ୍ଟର ଥିଲା। ଦୁର୍ଘଟଣା ପରେ ହେଲିକପ୍ଟରର ଖୋଜା ଚାଲିଛି।

ହେଲିକପ୍ଟର ମିଗିଙ୍ଗ ଗାଁରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଠାରେ ଦୁର୍ଘଟଣା ଘଟିଛି ସେଠାକୁ ରାସ୍ତା ସୁବିଧା ନାହିଁ। ସେଠାକୁ ସେନାର ଏକ ଉଦ୍ଧାରକାରୀ ଦଳ ଗସ୍ତ କରିଛି।

Leave a Reply

Your email address will not be published. Required fields are marked *