ପ୍ରତିରକ୍ଷା ମନ୍ତ୍ରୀ ଜୁନ୍ ୫-୬ ରେ ଆମେରିକା ଓ ଜର୍ମାନ ସମକକ୍ଷଙ୍କ ସହିତ ଦ୍ଵିପାକ୍ଷିକ କଥାବାର୍ତା କରିବେ

Spread the love

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଦ୍ଵିପାକ୍ଷିକ କଥାବାର୍ତା ପାଇଁ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ ଏବଂ ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ ବୋରିସ ପିଷ୍ଟୋରିୟସ ନୂଆଦିଲ୍ଲୀ ଆସୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଜୁନ୍ ୫ରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜୁନ୍ ୬ରେ ଜର୍ମାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବୈଠକ କରି କଥା ହେବେ । ଏହି ଦୁଇ ବୈଠକ ସମୟରେ ଔଦ୍ୟୋଗିକ ସହଯୋଗ ଉପରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଦ୍ଵିପାକ୍ଷିକ ପ୍ରତିରକ୍ଷା ସହଯୋଗ ସମ୍ବନ୍ଧିୟ କେତେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *