ପୋଲିସର ଯାଞ୍ଚ ବିନା ବାହାର ଲୋକଙ୍କୁ ଉତରାଖଣ୍ଡରେ ବ୍ୟବସାୟ କରିବାକୁ ଦିଆ ନ ଯିବାକୁ ଦାବି

Spread the love

ଉତରକାଶୀ : ଉତରାଖଣ୍ଡରେ ପୁରୋଲା ଏବଂ ଚକରାତାର ଘଟଣା ପରେ  ବିଶେଷ ସମ୍ପ୍ରଦାୟର ସଂଖ୍ୟା ବୃଦ୍ଧି ହେତୁ ବାଣିଜ୍ୟ ମଣ୍ଡଳ ଶୁକ୍ରବାର ଦିନ ବଜାର ବନ୍ଦ କରିବାକୁ ଘୋଷଣା କରିଛି । ବାଣିଜ୍ୟ ବୋର୍ଡର ସାଧାରଣ ସମ୍ପାଦକ ମନମୋହନ ତାଲୱାର ଏହି ସୂଚନା ଦେଇ କହିଛନ୍ତି ଯେ ସମଗ୍ର ବଜାର ବନ୍ଦ ରହିବ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ସେ କହିଛନ୍ତି ଯେ ଫଡ୍ ଫେରିକୁ ପୋଲିସ ଯାଞ୍ଚ  କରିବା ଉଚିତ ଯାହା ଦ୍ୱାରା  ଶାନ୍ତ ପରିବେଶରେ  ଅପରାଧିକ ପ୍ରବୃତିର ବ୍ୟବସାୟୀମାନେ ପର୍ବତର  ଉପତ୍ୱାକାକୁ ଆସି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *