୪୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

Spread the love

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ। ୪୨ ଗ୍ରାମ ଓଜନର  ବ୍ରାଉନସୁଗର ଜବତ। ଏହାସହ ଏହି କାରବାରରେ ଲିପ୍ତ ଥିବା ରାଜେନ୍ଦ୍ର କୁମାର ବେହେରା ନାମକ ଯୁବକଙ୍କୁ ଗିରଫ କରିଛି ସଦର ଅବକାରୀ ଥାନା। ଜବତ ବ୍ରାଉନସୁଗରର ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏ ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *