ପ୍ରତ୍ୟେକ ପଦକ୍ଷେପ ଆମ ଲୋକଙ୍କ ଦକ୍ଷତା ଏବଂ ଉତ୍ସାହର ପ୍ରମାଣ: ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଦୃଢ଼ ସଂକଳ୍ପକୁ ଉଜାଗର କରୁଥିବା ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏକ ଏପରି ଦେଶର ସେବା କରିବାରେ ଗର୍ବ ହୋଇଥାଏ ଯେ କି ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼େ । ବହୁପକ୍ଷୀୟ ମଞ୍ଚଠାରୁ ଆରମ୍ଭ କରି ଆତ୍ମ ନିର୍ଭର ଭାରତରୁ ‘ମେକ୍ ଇନ୍ ଇଣ୍ଡିଆ’ ପର୍ଯ୍ୟନ୍ତ ସବୁ ପଦକ୍ଷେପରେ ଆମ ଲୋକଙ୍କ ଶକ୍ତି ଏବଂ ଉତ୍ସାହର ପ୍ରମାଣ ରହିଛି’ ।

Leave a Reply

Your email address will not be published. Required fields are marked *