ପ୍ଲାଷ୍ଟିକ କାରଖାନାରେ ନିଆଁ

Spread the love

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବୱାନ ଅଞ୍ଚଳରେ ସୋମବାର ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଯାଇଛି। ନିଆଁ ଲିଭାଇବାକୁ ୧୫ ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବାକୁ ଦୀର୍ଘ ଉଦ୍ୟମ ଚଳାଇଛନ୍ତି। ଅଧିକ ସୂଚନା ପାଇଁ ଅପେକ୍ଷା ରହିଛି।।

Leave a Reply

Your email address will not be published. Required fields are marked *