ଅବିଭାଗିକୃତ ପ୍ଲାଷ୍ଟିକ କାରଖାନାରେ ନିଆଁ Shila Ray23/01/202323/01/2023 Spread the love ନୂଆଦିଲ୍ଲୀ: ନୂଆଦିଲ୍ଲୀର ବୱାନ ଅଞ୍ଚଳରେ ସୋମବାର ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଯାଇଛି। ନିଆଁ ଲିଭାଇବାକୁ ୧୫ ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବାକୁ ଦୀର୍ଘ ଉଦ୍ୟମ ଚଳାଇଛନ୍ତି। ଅଧିକ ସୂଚନା ପାଇଁ ଅପେକ୍ଷା ରହିଛି।।
ବିମାନରେ ବୋମା ଗୁଜବ ପରେ ଜରୁରୀ ଅବତରଣ Spread the loveSpread the loveନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଚାର୍ଟର୍ଡ ବିମାନରେ ବୋମା ହେବାର ସୂଚନା ଖେଳାଇଦେଲା ଆତଙ୍କ। ତେଣୁ ବିମାନକୁ ଜାମନଗରରେ ଜରୁରୀକାଳୀନ ଅବତରଣ କରିବାକୁ ହୋଇଥିଲା।…
ଆଦାନୀ ଉପରୁ ନିବେଶକଙ୍କ ତୁଟୁଛି ଭରସା Spread the loveSpread the love() ଆଦାନୀ ଉପରୁ ନିବେଶକଙ୍କ ଭରସା କ୍ରମାଗତ ତୁଟିବାରେ ଲାଗିଛି। ସେପଟେ ଆଦାନୀ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଉଥିବାରୁ ଆରବିଆଇ ବି ଚିନ୍ତିତ।…
ଆସାମ ବନ୍ୟା Spread the loveSpread the love ଆସାମରେ ଜାରି ରହିଛି ବନ୍ୟାସ୍ଥିତି। ବନ୍ୟା ଜଳରେ ନାଗାଓଁରେ ଏକ ପୋଲ ଭାସି ଯାଇଛି। ଭାସିଯାଇଥିବା ପୋଲ ନାଗାଓଁ ଅଞ୍ଚଳରେ କାମପୁର ଓ କାଠିଆତାଲିକୁ…