ବନ୍ୟା ଜଳରେ ବହିଗଲା ୪ ମହଲା କୋଠା

Spread the love

ହିମାଚଳ ପ୍ରଦେଶ ସିମଲାର ଚୋପାଲ ସହରରେ ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ ଏକ ୪ ତାଲା କୋଠା ଭୁଶୁଡି ପଡିଛି।  ତେବେ ଏଥିରେ କେହି ହତାହତ ହୋଇ ନ ଥିବା ସୂଚନା ରହିଛି। କୋଠାଟି ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ପ୍ରଶାସନ କୋଠାଟିକୁ ଖାଲିକରିଦେଇଥିଲା।

Leave a Reply

Your email address will not be published. Required fields are marked *