ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଖଣିଜ ଏବଂ ଖଣିଜ ଖନନ କ୍ଷେତ୍ରରେ ପ୍ରାଦ୍ୟୋଗିକି, ନିବେଶ ଏବଂ ଦକ୍ଷତା ବିକାଶ ଆଦି ପରିବର୍ତନକାରୀ ସଂସ୍କାର ଏବଂ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ଭାରତର ସହଭାଗୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରିତ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now