ପାକିସ୍ତାନରେ ବନ୍ୟା ପରିସ୍ଥିତି  

Spread the love

ଇସଲାମବାଦ: ପାକପିସ୍ତାନରେ ପ୍ରଳୟଙ୍କାରୀ ବର୍ଷା। ସିନ୍ଧୁନଦୀରେ ଜଳସ୍ଥର ବୃଦ୍ଧି ଫଳରେ ପାକିସ୍ତାନର ଅନେକ ଅଞ୍ଚଳରେ ବନ୍ୟା ପାଣିରେ ଉବୁଟୁବୁ। ତେବେ ବନ୍ୟା ପ୍ରଭାବରେ ଏକ ହଜାର ଲୋକଙ୍କ ମୃତ୍ୟୁ ହୋଇବା ପାକିସ୍ତାନ ବନ୍ୟା ପରିଚାଳନ ବିଭାଗ ପକ୍ଷରୁ ସୂଚନା। ତେବେ ମୃତକଙ୍କ ମଧ୍ୟରେ ୩୪୩ ଶିଶୁ ଥିବା ସୁଚନା ରହିଛି। ପାକିସ୍ତାନର ବେଲୁଚିସ୍ତାନରେ   ଅନେକ ଅଞ୍ଚଳ ଲଗାଣ ବର୍ଷା ଏବଂ ବନ୍ୟାରେ ପ୍ରଭାବିତ ଥିବା ବେଳେ ୩୦ ଲକ୍ଷରୁ ଅଧିକ ଲୋକ ଏହି କୋପରେ ହନ୍ତସନ୍ତ ହେଉଛନ୍ତି। ଏନଡିଏମଏ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।

Leave a Reply

Your email address will not be published. Required fields are marked *