କୋଭିଡ ଉପରେ ପିଏମଙ୍କ ସମୀକ୍ଷା

Spread the love

ନୂଆଦିଲ୍ଲୀ: ଚୀନ, ଆମେରିକା ପରି ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ମହାମାରୀ ବୃଦ୍ଧି ପରେ ସତର୍କ ହୋଇଛି ଭାରତ। ଏହାକୁ ନେଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ନିତି ଆୟୋଗ ସିଇଓ ପରମେଶ୍ବରନ ଲିଅର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକରେ ସାମ୍ପ୍ରତିକ ପ୍ରସ୍ତୁତିର ସମୀକ୍ଷା କରାଯିବା ସହ ଯୋଜନାଗୁଡିକ ଉପରେ ଚର୍ଚ୍ଚା ହୋଇଛି।

Leave a Reply

Your email address will not be published. Required fields are marked *