ଅବିଭାଗିକୃତ

ବଢ଼ିଲା ନମ୍ୱର ପ୍ଲେଟ ଅବଧି

କଟକ: ହାଇକୋର୍ଟଙ୍କ ରାୟ। କୋର୍ଟରେ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ ଶୁଣାଣି। ଡେଡ୍‌ ଲାଇନ ଘୁଞ୍ଛାଇବା ନେଇ ଅଦାଲତକୁ  ଅବଗତ କଲା ପରିବହନ ବିଭାଗ। ଅକ୍ଟୋବର ୩୧ ଯାଏଁ ଘୁଞ୍ଚିଲା ନମ୍ୱର ପ୍ଲେଟ ବଦଳାଇବାର ଅବଧି। ଅକ୍ଟୋବର ୨୬ରେ ମାମଲାରା ପରବର୍ତ୍ତୀ ଶୁଣାଣି କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

Related Articles

Leave a Reply

Your email address will not be published.

Back to top button