ବିଜେପି ରାଜ୍ୟ ସହ ପ୍ରଭାରୀଙ୍କୁ ସମ୍ବର୍ଦ୍ଧନା

Spread the love

କେନ୍ଦ୍ରାପଡା : ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କୁ କେନ୍ଦ୍ରାପଡାରେ ସମ୍ବର୍ଦ୍ଧର୍ନା ଦିଆଯାଇଛି । ଗରାପୁର ଠାରେ ଆୟୋଜିତ ଏହି ବୈଠକରେ ଶ୍ରୀ ତୋମାର ଯୋଗ ଦେଇ ସାଗଠନିକ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ପ୍ରଭାରୀ ଜତିନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ସୁନାକର ବେହେରା, ବୈଦନାଥ ଚାଟାର୍ଜୀ, ଅଭିମନ୍ୟୁ ଗୋଛାୟତ, ଉପୀନ ରାଉତଙ୍କ ସମେତ କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ସମସ୍ତ ରାଜ୍ୟ ତତା ଜିଲ୍ଲା ପଦାଧିକାରୀ ମୋର୍ଚ୍ଚ ସଭାପତି, ମଣ୍ଡଳ ସଭାପତି, ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ସହ ଶ୍ରୀ ତୋମାର ସାଗଠନିକ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳ୍ପନା ମଲ୍ଲିକ, ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।   

Leave a Reply

Your email address will not be published. Required fields are marked *