ଅଧ୍ୟାଦେଶ ବିରୁଦ୍ଧରେ ସମର୍ଥନ ନେଇ କେଜ୍ରିୱାଲ ଷ୍ଟାଲିନଙ୍କୁ ଭେଟିଲେ

Spread the love

ଚେନ୍ନାଇ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଚେନ୍ନାଇରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟି କେନ୍ଦ୍ର ସରକାର ଦ୍‌ବାରା ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶ ବିରୁଦ୍ଧରେ  ସମର୍ଥନ ଲୋଡିଛନ୍ତି । ରାଜ୍ୟସଭାରେ ଏହିକୁ ବିରୋଧ କରିବାକୁ ଏବଂ ଏହାକୁ ପାରିତ ହେବାକୁ ଅନୁମତି ନଦେବାକୁ କେଜ୍ରିୱାଲ ତାଙ୍କୁ ନିବେଦନ କରିଥିଲେ । ଏଥି ସହିତ ଷ୍ଟାଲିନ ମଧ୍ୟ  ତାଙ୍କୁ ସମର୍ଥନ ଜଣାଇ ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *