ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ନୂଆ ମେଗା ଟେକ୍ସଟାଇଲ ପାର୍କ ମେକ ଇନ ଇଣ୍ଡିଆକୁ ମଜବୁତ କରିବ ଓ ଯୁବପୀଢିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପାର୍କ ରାଜ୍ୟର ପ୍ରଗତିର ନୂତନ ଦ୍ୱାର ଉନ୍ମୁକ୍ତ କରିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ମେଗା ଟେକ୍ସଟାଇଲ ପାର୍କ ଦ୍ୱାରା ଆମ ମେକ ଇନ ଇଣ୍ଡିଆ ଉପକ୍ରମ ଆହୁରି ମଜବୁତ ହେବା ସହ ଯୁବପୀଢିଙ୍କୁ ରୋଜଗାର ସହ ରାଜ୍ୟରେ ବିକାଶର ନୂଆ ଦ୍ୱାର ଖୋଲିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now