ନ୍ୟୁ ଇଣ୍ଡିଆ: ସମସ୍ତଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନିଜକୁ ଦେଶର ‘ପ୍ରଧାନ ସେବକ’ କହିବା ସହ ଦେଶର ନାଗରିକଙ୍କୁ ପ୍ରତ୍ୟେକ ନୀତି ପ୍ରସ୍ତୁତିର କେନ୍ଦ୍ରରେ ସ୍ଥାନ ଦେଇଥାନ୍ତି । ତାଙ୍କ ଗରିମାପୂର୍ଣ୍ଣ ନେତୃତ୍ୱ, ପରୋପକାରୀ ସ୍ୱଭାବ, ମାନବାଧିକାର ଓ ଲୋକତନ୍ତ୍ର ପ୍ରତି ସମ୍ମାନ ଓ ଦୀର୍ଘ ଦଶନ୍ଧିର ଜନ ସେବାର ଅନୁଭବ ଭଳି ଗୁଣ ତାଙ୍କୁ ଭାରତୀୟ ମୂଳ ସହିତ ଯୋଡି ରଖିଛି । ଏହା ଏହି କଥାର ପ୍ରମାଣ, ଶୀର୍ଷ ପଦବୀରେ ରହି ସେ ଭାରତବାସୀ, ବିଶେଷ କରି ଦରିଦ୍ର ଓ ସମାଜର ଶୋଷିତ ବର୍ଗଙ୍କ ପୀଡା ଓ ଚିନ୍ତା ପ୍ରତି ସମ୍ବେଦନଶୀଳ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରୁ ଏକ ଆଲେଖ୍ୟ ଶେୟାର କରାଯାଇଛି;

“ଜନ ସେବାର ଉତ୍କୃଷ୍ଟ ରେକର୍ଡ ମାଧ୍ୟମରେ ଉପେକ୍ଷିତ ବର୍ଗଙ୍କ ମର୍ଯ୍ୟାଦା ସୁନିଶ୍ଚିତ କରିବା ।

Leave a Reply

Your email address will not be published. Required fields are marked *